ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ : ଆବର୍ଜନାରେ ବୁଡ଼ିଗଲା ୨୦ ଲକ୍ଷ

ଭୁବନେଶ୍ବର : ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପୋଖରୀର ପୁନରୁଦ୍ଧାର କରାଗଲା। ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୋଖରୀର ଚେହେରା ବଦଳିଗଲା। କିନ୍ତୁ ବେଶି ଦିନ ରହିଲା ନାହିଁ ପୋଖରୀର ନୂଆ ରଙ୍ଗ ଓ ରୂପ। ମାତ୍ର ୫ ବର୍ଷ ଭିତରେ ପୋଖରୀ ପୁଣି ନର୍ଦ୍ଦମା କୁଣ୍ଡରେ ପରିଣତ ହୋଇଗଲା। ସ୍ଥାନୀୟ ଲୋକେ ଘରର ଆବର୍ଜନା ପକାଇବାରୁ ପୋଖରୀର ଅବସ୍ଥା ବଡ଼ କଦର୍ଯ୍ୟ ହୋଇଗଲା। … Continue reading ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ : ଆବର୍ଜନାରେ ବୁଡ଼ିଗଲା ୨୦ ଲକ୍ଷ